ଶବ ନଳିତା ଶବ ଓ ମୁଁ ✿ ଶବ ✿ ନିଜେ ମୁଁ ନିଜକୁ ଜଳେଇ ଦେଇଛି ନିଜ ଶବ ନିଜ କାନ୍ଧରେ ବୋହୁଛି ନିଜେ ମୁଁ ଜଳୁଛି ଆନକୁ ଜାଳିଛି ବିଧାନ ବିଧି ପବନ ପରାଣ

Oriya ଶବ ମୁଁ ! Poems